• ଆମ ଖବର

କଣ ଭଗୱନ୍ତ ମାନ୍ ସତରେ ମଦ ପି ଗୁରୁଦ୍ୱାରା ଯାଇଥିଲେ ?

କିଛି ଦିନ ପୂର୍ବରୁ ପ୍ରାୟ ସବୁ ଓଡ଼ିଆ ଖବର କାଗଜ ରେ ପ୍ରକାଶ ପାଇଥିଲା ଯେ ଭଗବନ୍ତ ମାନ୍ ମଦ ପି ଗୁରୁଦ୍ୱାରା ଭିତରକୁ ଯାଇଥିଲେ ।



https://twitter.com/gurvind45909601/status/1516065422357188612?t=XTXYTXIUIFYTvC6FiVfIzQ&s=19


ଯଦି ଖବର ପୁରା ପଢିଥିବେ ଲେଖା ଯାଇଥିବ ଏହାର ଅଭିଯୋଗ ଏସିଜିପିସି କରିଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏସିଜିପିସି ର ଜଣେ ସଦସ୍ୟ ଯିଏ ଭଗବନ୍ତ ମାନ୍ ଙ୍କୁ ସ୍ୱାଗତ କରିଥିଲେ ଗୁରୁଦ୍ୱାରା ରେ ସେ ଏହାର ଖଣ୍ଡନ କରିବା ସହ କହିଥିଲେ ଭଗବନ୍ତ ମାନ୍ ସେଦିନ ଥକା ଦେଖା ହଉଥିଲେ କିନ୍ତୁ ସେ ମଦ ପି ନଥିଲେ । ପଞ୍ଜାବ ରେ କୁହାଯାଏ ଆକାଳୀ ଦଳ ଓ ଏସିଜିପିସି ର ପୁରୁଣା ସମ୍ବନ୍ଧ ।


22 views0 comments