• ଆମ ଖବର

ହାତ ଛାଡି ପଦ୍ମ ଧରିଲେ ସୁନୀଲ ଜାଖଡ଼

ଆଜି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଙ୍କ ଉପସ୍ଥିତି ରେ ବିଜେପି ରେ ସାମିଲ ହେଲେ ପଞ୍ଜାବ କଂଗ୍ରେସ ର ପୁରୁଖ ନେତା ,ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ଼ ।

ତିନି ଦିନ ଆଗରୁ କଂଗ୍ରେସ ରୁ ଇସ୍ତଫା ଦେଇଥିଲେ ଶ୍ରୀ ଜାଖଡ଼ । ସେ ବର୍ତ୍ତମାନ ଆବୋହର ରୁ କଂଗ୍ରେସ ର ବିଧାୟକ ମଧ୍ୟ ଥିଲେ । ତାଙ୍କ ବିଦାୟ ପରେ କଂଗ୍ରେସ ର ଅବସ୍ଥା ପଞ୍ଜାବ ରେ ବେଶ ଜଟିଳ ଥିବା ଜଣାପଡୁଛି ।



3 views0 comments