• ଆମ ଖବର

ଓଡିଶା ମୋ ସ୍କୁଲ ଯୋଜନା ରୁ ଅନୁପ୍ରାଣିତ ହୋଇଛନ୍ତି କେନ୍ଦ୍ର ସରକାର

ଆଜି ଗୃହ ରେ ଶିକ୍ଷା ବଜେଟ ଉପରେ ନିଜ ଅଭିଭାଷଣ ସମୟରେ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାସ କହିଛନ୍ତି ଓଡିଶା ସରକାରଙ୍କ ମୋ ସ୍କୁଲ ଯୋଜନା ବିଷୟରେ ଆସାମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତାମିଲନାଡୁ , ବିହାର ଏବଂ ମଧ୍ୟପ୍ରଦେଶ ସରକାର ଓଡିଶା ସରକାରଙ୍କ ସହ ଆଲୋଚନା କରିଛନ୍ତି। ଏହା ସାଙ୍ଗରେ କେନ୍ଦ୍ର ସରକାର ମୋ ସ୍କୁଲ ରୁ ଅନୁପ୍ରାଣିତ ହୋଇ ବିଦ୍ୟାଞ୍ଜଲୀ-୨ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ମାନନୀୟ ମନ୍ତ୍ରୀ କହିଥିଲେ

3 views0 comments