• ଆମ ଖବର

ନେପାଳ ଯାଇ ବିବାଦ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଆଜି ସକାଳେ ଏକ ଡ୍ୟାନ୍ସ ବାର ର ଭିଡିଓ ଖୁବ ଭିରାଲ ହେଉଛି ଯେଉଁଥିରେ ସେ ଚିନ ଦେଶର ନେପାଳ ରାଷ୍ଟ୍ରଦୂତ ଙ୍କ ସହ ଦେଖା ଯାଉଛନ୍ତି ବୋଲି କିଛି ବ୍ୟକ୍ତି ସୋସିଆଲ ମେଡିଆ ରେ ଦାବି କରିଛନ୍ତି । କଂଗ୍ରେସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସି ନାହିଁ ।


https://twitter.com/thehawkeyex/status/1521348793576288256?t=P1CXvwVhLCykRKycsS442A&s=19


https://twitter.com/dillibharat/status/1521349560538472449?t=8hasLrJQUVkhY91AyxiDcg&s=19


କଂଗ୍ରେସ ଅନୁଯାୟୀ ରାହୁଲ ଗାନ୍ଧୀ ତାଙ୍କ ବନ୍ଧୁ ବିବାହ ସମାରୋହ ରେ ଅଂଶ ଗ୍ରହଣ କରିବାକୁ ଯାଇଥିଲେ କିନ୍ତ ତାଙ୍କ ଏହି ବନ୍ଧୁ ସେହି ବ୍ୟକ୍ତି ଯିଏ ନେପାଳ ର ନୂଆ ମାନ ଚିତ୍ର ଦାବି କରିଥିଲେ ଯେଉଁଥିରେ ଭାରତ ର ଅନେକ ଅଞ୍ଚଳ ମଧ୍ୟ ଥିଲା ।



ଏହି ଖବର କଂଗ୍ରେସ ପ୍ରକାଶିତ ହେବା ସମୟରେ କଂଗ୍ରେସ ର ସମ୍ପୂର୍ଣ୍ଣ ସ୍ପଷ୍ଟୀକରଣ ଆସି ନାହିଁ ।


12 views0 comments