• ଆମ ଖବର

ପିପିଲିରେ ଆଜି କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ନାମଙ୍କନ ଦାଖିଲ

ପିପିଲିରେ ଲାଗିଥିଲା ଆଜି ରାଜନେତା ଙ୍କ ମେଳି । ବିଜେଡି ପ୍ରାଥି ରୁଦ୍ର ପ୍ରତାପ ମହାରଥି ଓ କଂଗ୍ରେସ ପ୍ରାଥୀ ଅଜିତ ମଙ୍ଗରାଜ ଙ୍କ ନାମଙ୍କନ ଯାତ୍ରା ଯୋଗୁ କମ୍ପି ଉଠିଥିଲା ପିପିଲି । ବିଜେଡି ର ବଡ଼ ବଡ଼ ନେତା ଓ ପରିବାର ଲୋକଙ୍କ ସାଙ୍ଗରେ ଆସି ଆଜି ନାମଙ୍କନ ଦାଖିଲ କରିଥିଲେ ରୁଦ୍ର ମହାରଥି ।


ତା ପରେ ପରେ ଆସି ପହଁଚିଥିଲେ କଂଗ୍ରେସ ପ୍ରାଥୀ ଅଜିତ ମଙ୍ଗରାଜ , ତାଙ୍କ ସାଙ୍ଗରେ ରହିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟ କଂଗ୍ରେସ ନେତା



3 views0 comments