• ଆମ ଖବର

ରଜରେ ଗୁଜୁରାଟ ରେ ଦଳକୁ ଶଜେଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

ଆଜି ଦିନ ୧୦ ଟା ବେଳେ ଅହମ୍ମଦାବାଦ ପହଞ୍ଚିଥିଲେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆଵାହକ ଅରବିନ୍ଦ କେଜରିୱାଲ । ଏହି ଅବସରରେ ଗୁଜୁରାଟ ର ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଗୁଜୁରାଟୀ ନ୍ୟୁଜ ଚ୍ୟାନେଲ ଆଙ୍କର୍ ଇସୁଦାନ ଗଡଭିଙ୍କୁ ଆପରେ ସାମିଲ କରାଇବା ସହ ତାଙ୍କୁ ଗୁଜୁରାଟର କେଜ୍ରିୱାଲ ବୋଲି କହିଥିଲେ ।


ଏହା ପରେ ସେ ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ ମଧ୍ୟ କରିଥିଲେ ଓ ୨୨ ରେ ପୁରା ରାଜ୍ୟ ରେ ଆମ୍ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବ ବୋଲି ମଧ୍ୟ ଘୋଷଣା କରିଥିଲେ।



6 views0 comments