• ଆମ ଖବର

୨୦୪୧ ପର୍ଯ୍ୟନ୍ତ ଓଡ଼ିଶାରେ ଗଡିବନି ମେଟ୍ରୋ

ଆଜି ବିଧାନସଭା ରେ କଂଗ୍ରେସର ବିଧାୟକ ସୁର ରାଉତରାୟ ଙ୍କ ପ୍ରଶ୍ନ ର ଉତ୍ତର ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଲେ ରାଜ୍ୟରେ ୨୦୪୧ ପର୍ଯ୍ୟନ୍ତ ଗଡି ପାରିବନି ମେଟ୍ରୋ , ଦେଲେ ସର୍ଭେ ରିପୋର୍ଟ ର ତଥ୍ୟ ଯାହା ଅନୁଯାୟୀ ମେଟ୍ରୋ ପାଇଁ ଜନସଂଖ୍ୟା ଉତ୍କୃଷ୍ଟ ନୁହେଁ।

0 views0 comments