• ଆମ ଖବର

ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳ

ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳ । ଦିଲ୍ଲୀ ଏମସରେ ସଫଳ ହେଲା ଅସ୍ତ୍ରୋପଚାର । ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ |


0 views0 comments