• ଆମ ଖବର

ବଣ୍ଡା ଘାଟିରେ ଡିଜିପି ଅଭୟ

ଆଜି ଓଡ଼ିଶାର ସୀମାନ୍ତର ଅଞ୍ଚଳରେ ରହି ଥିବା ପୋଲିସ ଫାଣ୍ଡି ପରିଦର୍ଶନ ରେ ଯାଇଥିଲେ ଡିଜିପି ଅଭୟ ।


ସେଠାରେ ତାଙ୍କୁ ସ୍ଥାନୀୟ ଲୋକ ମାନେ ପାରମ୍ପରିକ ରୀତି ନୀତି ରେ ସ୍ୱାଗତ କରିଥିଲେ।


ସେଠାରେ ସେ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ମଧ୍ୟ ଆହ୍ୱାନ କରିଥିଲେ ଓ କହିଥିଲେ ସେ ଅଞ୍ଚଳ ର ବିକାଶ କାମ ବହୁତ ଶିଘ୍ର ଗତିରେ ଆଗକୁ ବଢୁଛି । ଏହା ପରେ ଶ୍ରୀଯୁକ୍ତ ଅଭୟ ସହିଦ ହେଇଥିବା ୫ ଜଣ ପୋଲିସ କର୍ମୀ ଙ୍କ ପରିବାର ସହ ଦେଖା କରି ସମସ୍ତ ପ୍ରକାର ସାହାଯ୍ୟ ଦେବା କୁ ପ୍ରତିସୂତି ଦେଇଥିଲେ ।




1 view0 comments