• ଆମ ଖବର

ଜାଗର ଯାତ୍ରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ବୈଠକ | ସୁରକ୍ଷା ଦାୟିତ୍ୱରେ ରହିବେ ୩୪ ପ୍ଲାଟୁନ ଫୋର୍ସ | ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ରହିବେ | ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଇନ୍ସପେକ୍ଟର ଓ ୮୬ ସବଇନ୍ସପେକ୍ଟର



ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି |କରୋନା କଟକଣା ପାଇଁ ଭିଡ଼ ନକରିବାକୁ ଲୋକଙ୍କୁ ପରାମର୍ଶ |କୋଭିଡ ନିୟମ ମାନି ଶ୍ରଦ୍ଧାଳୁ ମାନେ କରିବେ ଦର୍ଶନ

3 views0 comments