• ଆମ ଖବର

ଅନୁଶାସନ ଇଂଲଣ୍ଡ ବୋଲିଂ ଆଗରେ ଫେଲ୍ ଭାରତୀୟ ବ୍ୟାଟିଂ

ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେଇଥିବା ଭାରତ ଇଂଲଣ୍ଡ ଟି-୨୦ ମୁକବିଳରେ ଭାରତ କୁ ୮ ଓ୍ବିକେଟ ରେ ହରେଇଲା ଇଂଲଣ୍ଡ ।

ଟସ ହାରି ପ୍ରଥମେ ଭାରତ ବ୍ୟାଟିଂ କରିଥିଲା ।

ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଶିଖର ଧଓ୍ବନ ଓ ରାହୁଲ ରନ ବୋର୍ଡ଼ କୁ ପ୍ରଭାବିତ ନ କରି ପାଭିଲିୟନ ଫେରିଥିଲେ । ତେବେ ରିଷଭ ପନ୍ତ୍ ଓ ଶ୍ରେୟସ ଆୟାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୃଢ଼ ତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଆୟର ୬୭ ରନ, ପନ୍ତ ୨୧ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୨୪ ରନ କରିଥିଲା ।





ଅଳ୍ପ ରନ ର ପିଛା କରୁଥିବା ଯୋଗୁ ରୁ ଇଂଲଣ୍ଡ ମୁଳ ରୁ ଲଢୁଆ ବ୍ୟାଟିଂ କରି ମୁକାବିଲା କୁ ମାତ୍ର ୧୫.୨ ଓଭର ରେ ଶେଷ କରି ଦେଇଥିଲା ।



3 views0 comments